Pure Bhadrakia

Pure Bhadrakia This page is about natural beauty of Bhadrak and Bhadrakia only.

ବିଧାୟକ Dr. Byomakesh Ray ଏହି କିଛି ବର୍ଷ ହେବ ରାଜ୍ୟ ରାଜନୀତି ରେ ଏତେ ବ୍ୟସ୍ତ ହୋଇପଡିଛନ୍ତି ଯେ ଆପଣ ଆପଣ ଙ୍କ ଜିଲ୍ଲା ବାସୀ ଙ୍କ ପାଖରେ ...
09/11/2021

ବିଧାୟକ Dr. Byomakesh Ray ଏହି କିଛି ବର୍ଷ ହେବ ରାଜ୍ୟ ରାଜନୀତି ରେ ଏତେ ବ୍ୟସ୍ତ ହୋଇପଡିଛନ୍ତି ଯେ ଆପଣ ଆପଣ ଙ୍କ ଜିଲ୍ଲା ବାସୀ ଙ୍କ ପାଖରେ ରଖିଥିବା ସଂକଳ୍ପ କୁ ଭୁଲିଯାଇଛନ୍ତି l ଆପଣ ଙ୍କ ସଂକଳ୍ପ ଆଜି ସାତ ବର୍ଷ ପୁରି ସାରିଲାଣି ଏବଂ ସେଦିନ ର ୬୭ ବର୍ଷ ର ସ୍ଵପ୍ନ ଆଜି ୭୪ ବର୍ଷ ହୋଇସାରିଲାଣି l
ଜିଲ୍ଲା ବାସୀ ଙ୍କ ମନ ରେ ଗୋଟିଏ ପ୍ରଶ୍ନ ଆଉ କେତେ ଦିନ ?

 #ଭଦ୍ରକରେ_ଧଳାଜହର_ଜବଦ_ଓ_ତିନି_ଗିରଫ ଭଦ୍ରକ(ଶଙ୍କର୍ଷଣ ପଣ୍ଡା)୨୩/୧୦ : ଭଦ୍ରକର ୧୬ ନମ୍ବର ଜାତୀୟ ରାଜପଥ ଚରମ୍ପା ନିକଟସ୍ଥ ଧାମରା ରେଲୱେ ଓଭର...
24/10/2021

#ଭଦ୍ରକରେ_ଧଳାଜହର_ଜବଦ_ଓ_ତିନି_ଗିରଫ

ଭଦ୍ରକ(ଶଙ୍କର୍ଷଣ ପଣ୍ଡା)୨୩/୧୦ : ଭଦ୍ରକର ୧୬ ନମ୍ବର ଜାତୀୟ ରାଜପଥ ଚରମ୍ପା ନିକଟସ୍ଥ ଧାମରା ରେଲୱେ ଓଭରବ୍ରିଜ ନିକଟରୁ ୩୧୬ ଗ୍ରାମ୍ ବ୍ରାଉନ ସୁଗର ଜବତ । ଜଣେ ମହିଳା ସମେତ ତିନି ଜଣଙ୍କୁ ଗିରଫ କଲା ଗ୍ରାମାଞ୍ଚଳ ଥାନା ପୋଲିସ | ଗିରଫ ଚୋରା ବେପାରୀ ହେଲେ ଚରମ୍ପା ବଉଳ ପୋଖରୀ ଗାଁର କପିଳ ମଲ୍ଲିକ(୨୨)ବର୍ଷ ଓ ଧନେଶ୍ୱର ମଲ୍ଲିକ(୨୬)ବର୍ଷ ଏବଂ ଯାଜପୁର ଜିଲ୍ଲା ବଡ଼ଚଣାର ସୂଂଗୁଡ଼ା ଗାଁର ଶ୍ରୀମତୀ ଟୁନି ନାୟକ(୩୩)ବର୍ଷ

Credit : ysb odisha

ଭଦ୍ରକ ସହରର ସୌନ୍ଦର୍ଯ୍ୟ କରଣରେ ଯୋଡ଼ିହେଲା ଏକ ନୂଆ ଅଧ୍ୟାୟ।  ୍_ଭଦ୍ରକ_ସେଲଫି_ପଏଣ୍ଟ ର ଶୁଭ ଉଦ୍ଘାଟନ ସ୍ଥାନୀୟ ଜୀଳାପାଳ ଙ୍କ କାର୍ଯ୍ୟାଳୟ ଠ...
31/08/2021

ଭଦ୍ରକ ସହରର ସୌନ୍ଦର୍ଯ୍ୟ କରଣରେ ଯୋଡ଼ିହେଲା ଏକ ନୂଆ ଅଧ୍ୟାୟ। ୍_ଭଦ୍ରକ_ସେଲଫି_ପଏଣ୍ଟ ର ଶୁଭ ଉଦ୍ଘାଟନ ସ୍ଥାନୀୟ ଜୀଳାପାଳ ଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ତ୍ରିଲୋଚନ ମାଝୀ ,ଭଣ୍ଡାରିପୋଖରୀ ବିଧାୟକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମଲ,ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ ଏବଂ ଧାମନଗର ପୂର୍ବତନ ବିଧାୟକ ମୁକ୍ତି କାନ୍ତ ମଣ୍ଡଳ ଉପସ୍ଥିତ ଥିଲେ ।

19/07/2021
ନାମ : ବାସନ୍ତୀ ରାଉତ ବୟସ 50 ବର୍ଷ ଘର ନାଇକାଣିଡିହି ଥାନା ବଳରାମ ପୁର, ବାସୁଦେବପୁର ବ୍ଲକ ଜିଲ୍ଲା ଭଦ୍ରକ ସେ ଗତ 3 ତାରିଖ ରୁ କୁଆଡେ ନିଖୋଜ ...
18/07/2021

ନାମ : ବାସନ୍ତୀ ରାଉତ ବୟସ 50 ବର୍ଷ ଘର ନାଇକାଣିଡିହି ଥାନା ବଳରାମ ପୁର, ବାସୁଦେବପୁର ବ୍ଲକ ଜିଲ୍ଲା ଭଦ୍ରକ ସେ ଗତ 3 ତାରିଖ ରୁ କୁଆଡେ ନିଖୋଜ ହୋଇଯାଇଛନ୍ତି ସମସ୍ତ ବନ୍ଧୁ ବାନ୍ଧବ ତଥା ସମ୍ପର୍କୀୟଙ୍କ ସହଯୋଗରେ ବହୁତ୍ ଖୋଜା ଖୋଜି ପରେ କୌଣସି ସନ୍ଧାନ ମିଳି ପାରି ନାହିଁ ତେଣୁ ଆମେ ସୋସିଆଲ ମିଡିଆରେ ଆପଣ ମାନଙ୍କ ସାହାଯ୍ୟ ଚାହୁଁଛୁ ଯଦି କେହି ଏହି ମହିଳା ଙ୍କ ସନ୍ଧାନ ପାଆନ୍ତି ଥାନା କିମ୍ବା ଏହି ମୋବାଇଲ୍ ନମ୍ବର ରେ ଯୋଗାଯୋଗ କରନ୍ତୁ 8780636521

ନୂଆ ରୂପରେ ଝଟକିବ ରାଜ୍ୟର ଅନ୍ୟତମ ଶୈବକ୍ଷେତ୍ର ବାବା ଆଖଣ୍ଡଳମଣିଙ୍କ ପୀଠ। ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ...
17/07/2021

ନୂଆ ରୂପରେ ଝଟକିବ ରାଜ୍ୟର ଅନ୍ୟତମ ଶୈବକ୍ଷେତ୍ର ବାବା ଆଖଣ୍ଡଳମଣିଙ୍କ ପୀଠ। ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି ୬କୋଟି ଟଙ୍କା। ଏଥିପାଇଁ ଶିଳାନ୍ୟାସ କରାଯାଇଛି। ଏହି ଶିଳାନ୍ୟାସ ଉତ୍ସବରେ ଚାନ୍ଦବାଲି ବିଧାୟକ ତଥା ଜିଲା ଯୋଜନା ବୋର୍ଡର ଅଧ୍ୟକ୍ଷ ବ୍ୟୋମକେଶ ରାୟ, ସାଂସଦ ମଞୁଲତା ମଣ୍ଡଳ, ଜିଲାପାଳ ଡ. ଜ୍ଞାନ ଦାସ, ଉପଜିଲାପାଳ ତଥା ଟ୍ରଷ୍ଟି ପିତାମ୍ବର ସାମଲ, ଅତିରିକ୍ତ ଜିଲାପାଳ ମଧୁସୂଦନ ଦାସ, ପ୍ରକଳ୍ପନିର୍ଦେଶକ, ଜିଲାପରିଷଦ ଅଧ୍ୟକ୍ଷ ଦିଜବର ରାଉତ, ଚାନ୍ଦବାଲି ବିଡିଓ ଜ୍ୟୋତିବିକାଶ ଦାସ, ଚ୍ୟାୟାରମ୍ୟାନ ମାନସୀ ସାହୁଙ୍କ ସହ ଜଳପରିମଳ, ଜଳସେଚନ ଆଦି ବିଭାଗର ବହୁ ପ୍ରଦାଧିକାରୀ ଉପସ୍ଥିତ ଥିଲେ । ଦୀର୍ଘ ୫୦ବର୍ଷ ହେବ ଆଖଣ୍ଡଳମଣିଙ୍କ ପୀଠର ଉନ୍ନତି ନିମନ୍ତେ ବ୍ଲୁପ୍ରଣ୍ଟ ପ୍ରସ୍ତୁତ ହେବା ସହ ମାଷ୍ଟରପ୍ଲାନ କରାଯାଇଥିଲା ହେଲେ ଅର୍ଥ ଅଭାବରୁ ତାହା ସଫଳ ରୂଖରେଖ ନେଇପାରୁଥିଲା। ଏବେ ପ୍ରାଥମିକ ଭାବେ ୬କୋଟି ଟଙ୍କା ଅନୁମୋଦନ ହୋଇଥିବାରୁ ମଣିବାବାଙ୍କ ମନ୍ଦିର ବେଢାର ସମ୍ପ୍ରସାରଣ ସହିତ ଗର୍ଭଗୃହର ମରାମତି, ଗଳିଘର ଗୁମୁଟ, ନାଟମଣ୍ଡପ ଛାତ, ମୁକ୍ତିମଣ୍ଡପ ଛାତ ଆଦିର ମରାମତି କରାଯିବା ସହିତ ନୂତନ ଭାବେ ଶ୍ରାବଣୀମଣ୍ଡପ ଓ ଯଜ୍ଞମଣ୍ଡପ ନିର୍ମାଣ ହେବ। ବିଶେଷକରି ଆଗନ୍ତୁକ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନଙ୍କ ସୁବିଧା ଦର୍ଶନ ଓ ମହାଦୀପ ଦର୍ଶନ ପାଇଁ ମନ୍ଦିର ଚତୁପାଶ୍ୱର୍ର ସମ୍ପ୍ରସାରଣ କରାଯିବା ସହିତ ୪ଟି ଦ୍ୱାରର ସୈାନ୍ଦର୍ଯ୍ୟକରଣ କରାଯିବ ବୋଲି ବିଧାୟକ ଶ୍ରୀ ରାୟ ପ୍ରକାଶ କରିଛନ୍ତି। ସେହିପରି ଆସନ୍ତା ଦିନେଦୁଇ ଦିନ ମଧ୍ୟରେ ମନ୍ଦିରର ମଧ୍ୟରେ କାର୍ଯ୍ୟ ଆରମ୍ଭ ହେବ ବୋଲି ଜିଲାପାଳ ଶ୍ରୀ ଦାସ ପ୍ରକାଶ କରିଛନ୍ତି।

Baitarani - Kochila Barrage Project
08/07/2021

Baitarani - Kochila Barrage Project

Covid19 Vaccination 💉 for 26th JunePlease share it ...
25/06/2021

Covid19 Vaccination 💉 for 26th June
Please share it ...

24/06/2021

ଏ ହଉଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବୋଡ଼କ ଗ୍ରାମ ର ଦୃଶ୍ୟ. ଏତେ ଦିନ ପରେ ମଧ୍ୟ ଗାଁ ରେ ଟିକେ ବର୍ଷା ହେଲେ କାଦୁଅ ହେଉଛି. ଲୋକ ମାନେ ବହୁତ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି. ପ୍ରଶାସନ ଏଠି ପ୍ରତି ଦୃଷ୍ଟି ଦିଅନ୍ତୁ. Dr Gyana Das Naveen Patnaik CMO Odisha District Administration,Bhadrak

Village : Bodak, Block : Chandbali, Bhadrak - 756138
Date : 22 June 2021
plz share it ... plz share it ... plz share it.

Address

Bhadrak
756100

Telephone

7204513099

Website

Alerts

Be the first to know and let us send you an email when Pure Bhadrakia posts news and promotions. Your email address will not be used for any other purpose, and you can unsubscribe at any time.

Share