Bhitarakanika

Bhitarakanika Bhitarkanika National Park is a national park located in the Kendrapara District Odisha in eastern India.

One Of The Best Photograph🥰📸
12/02/2024

One Of The Best Photograph🥰📸

ଭିତରକନିକାର ଭିତିରି କଥା କବିର ମୁନରେ ଲେଖେ କେତେ ଅକୁହା କଥା।
13/11/2023

ଭିତରକନିକାର ଭିତିରି କଥା
କବିର ମୁନରେ ଲେଖେ କେତେ ଅକୁହା କଥା।

09/06/2023
Bhitarkanika Mahotsav -2023
11/03/2023

Bhitarkanika Mahotsav -2023

ଭିତରକନିକା ଜଙ୍ଗଲରେ ରହିଛି ୬୩ ରକମର ବୃକ୍ଷ ଓ ୧୬୬ କିସମର ପକ୍ଷୀଙ୍କର ନିବାସସ୍ଥଳୀ। ଭିତରକନିକା ଅଞ୍ଚଳରୁ ୧୬ କିସମର ମାଛ ଓ ୮ ପ୍ରଜାତିର କଙ୍କ...
11/03/2023

ଭିତରକନିକା ଜଙ୍ଗଲରେ ରହିଛି ୬୩ ରକମର ବୃକ୍ଷ ଓ ୧୬୬ କିସମର ପକ୍ଷୀଙ୍କର ନିବାସସ୍ଥଳୀ। ଭିତରକନିକା ଅଞ୍ଚଳରୁ ୧୬ କିସମର ମାଛ ଓ ୮ ପ୍ରଜାତିର କଙ୍କଡା ମିଳିଥାଆନ୍ତି । ଜଙ୍ଗଲ ମଧ୍ୟରେ ୧୪ ପ୍ରକାର ପଶୁ ବସବାସ କରୁଥିଲା ବେଳେ ହରିଣ ମାନଙ୍କର ସଂଖ୍ୟା ସର୍ବାଧିକ ।

ଜିଲ୍ଲା ଦପ୍ତରରୁ ଏହାର ଦୂରତା ୬୫ କି.ମି,କଟକରୁ ୧୨୫ କି.ମି ଭୁବନେଶ୍ଵରଠାରୁ ୧୪୫ କି.ମିଓ ରାଜନଗର ଠାରୁ ୩୦ କିଲୋମିଟର ଅଟେ । ତେବେ ଗୁଫି ନିକଟରୁ ଲଞ୍ଚ ଯୋଗେ ପାଟଶାଳା ନଦୀ ଦେଇ ଗହୀରମଥା ଓ ଭିତରକନିକା ଅଭୟାରଣ୍ୟକୁ ସହଜରେ ଯାଇହେବ।
#ଭିତରକନିକା #ଅଭୟାରଣ୍ୟ
#ପ୍ରକୃତି

ଭିତରକନିକା ମହୋତ୍ସବ ୨୦୨୩ କୁ ସ୍ବାଗତଆସନ୍ତା ମାର୍ଚ୍ଚ ମାସ ୧୦-୧୨ ଯାଏ ରାଜନଗରର ନଳିତା ପାଟିଆ ରେ ଏହି ମହୋତ୍ସବ ନାମୀଦାମୀ କଳାକାରଙ୍କ ମଧ୍ୟର...
07/03/2023

ଭିତରକନିକା ମହୋତ୍ସବ ୨୦୨୩ କୁ ସ୍ବାଗତ
ଆସନ୍ତା ମାର୍ଚ୍ଚ ମାସ ୧୦-୧୨ ଯାଏ ରାଜନଗରର ନଳିତା ପାଟିଆ ରେ ଏହି ମହୋତ୍ସବ ନାମୀଦାମୀ କଳାକାରଙ୍କ ମଧ୍ୟରେ ଖୁବ୍ ସୁନ୍ଦର ଭାବରେ ପାଳିତ ହେବାକୁ ଯାଉଅଛି। ଏହି ସୁନ୍ଦର ସନ୍ଧ୍ୟା ସହ ଭିତରକନିକା ର ସୁନ୍ଦରତା କୁ ଅନୁଭବ କରିବା ପାଇଁ ଆପଣ ମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହି ସାଫଲ୍ୟ ମଣ୍ଡିତ କରିବାକୁ ଅନୁରୋଧ 🙏।
Bhitarkanika stands for the beauty and variance of the ecosystem. One of the primary objectives of is to showcase the unique biodiversity and the importance of the rich history and elegant culture of this magnificent national Park.

In these three days, several activities are planned which includes fun-filled, entertaining activities and entertainments.

Don't miss the chance to be a part of this magnificent festival. Please ensure to visit with your friends and family.

Photo proof that crocodiles get along with almost anyone.
07/02/2023

Photo proof that crocodiles get along with almost anyone.

07/12/2022
Beauty and Beasts
05/12/2022

Beauty and Beasts

Beast
12/11/2022

Beast

A beautiful Crocodylus niloticus spotted and photographed
27/10/2022

A beautiful Crocodylus niloticus spotted and photographed

Address

Bhitarkanika
Kendrapara
754215

Telephone

9861457643

Website

Alerts

Be the first to know and let us send you an email when Bhitarakanika posts news and promotions. Your email address will not be used for any other purpose, and you can unsubscribe at any time.

Share