01/11/2024
ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରେ ମାଛ ଧରାଳି ତଥା ମାଛ ଚାଷ କରୁଥିବା ବ୍ୟକ୍ତି ସାମିଲ ହୋଇପାରିବେ।
ଏଥରେ ପଞ୍ଜିକରଣ(Registration) କଲେ ତାଙ୍କ account କୁ ପ୍ରଥମେ ୧୦୦ ଟଙ୍କା ଆସିବ। ଗୋଟିଏ କାର୍ଡ ମଧ୍ୟ ମିଳିବ ଯାହାକୁ ସେମାନେ ପରବର୍ତ୍ତୀ ସମୟରେ ଲୋନ୍ (loan) ମାଛଚାଷ ପାଇଁ ବ୍ୟବହାର କରିପାରିବେ।
ଏହାର ପଞ୍ଜିକରଣ ମାଗଣା ଅଟେ। ଆମକୁ 7978165081 ନମ୍ବରରେ ଯୋଗାଯୋଗ କରନ୍ତୁ।